Licensing tutorial/or
Need help? See the Translation FAQ or Meta:Babylon. All translators should also subscribe to translators-l to be kept up-to-date (and to ask questions). |
Translations of Multimedia:Licensing tutorial: ±
- als/Alemannisch (ready)
- ar/العربية (published)
- be-tarask/беларуская (тарашкевіца) (ready)
- bg/български (published)
- bn/বাংলা (published)
- br /brezhoneg (needs proofreading)
- ca/català (published)
- cs/čeština (published)
- da/dansk (published)
- de/Deutsch (published)
- el/Ελληνικά (published)
- en/English (published)
- es/español (published)
- eu/euskara (ready)
- fa/فارسی (published)
- fr/français (published)
- gd/Gàidhlig (ready)
- gl/galego (ready)
- glk/گیلکی (ready)
- he/עברית (published)
- fi/suomi (published)
- hi/हिन्दी (published)
- hu/magyar (ready)
- hy/հայերեն (ready)
- ia/interlingua (missing)
- id/Bahasa Indonesia (published)
- is/íslenska (published)
- it/italiano (published)
- ja/日本語 (published)
- ka/ქართული (missing)
- km/ភាសាខ្មែរ (in progress)
- kn/ಕನ್ನಡ (published)
- ko/한국어 (ready)
- ks/कॉशुर / کٲشُر (missing)
- lb/Lëtzebuergesch (ready)
- lt /lietuvių (proofreading)
- mr/मराठी (ready)
- mk/македонски (published)
- ml/മലയാളം (published)
- ms/Bahasa Melayu (ready)
- mwl/Mirandés (ready)
- nds-nl/Nedersaksies (ready)
- ne/नेपाली (ready)
- nl/Nederlands (published)
- no/norsk (published)
- or/ଓଡ଼ିଆ (missing)
- pl/polski (published)
- pt/português (published)
- pt-br/português do Brasil (published)
- ro/română (published)
- ru/русский (published)
- si/සිංහල (ready)
- sk/slovenčina (missing)
- sv/svenska (published)
- sw/Kiswahili (missing)
- ta/தமிழ் (missing)
- te/తెలుగు (in progress)
- th/ไทย (ready)
- tt/татарча / tatarça (ready)
- tyv/тыва дыл (published)
- uk/українська (ready)
- ur/اردو (missing)
- vi/Tiếng Việt (published)
- zh-hans/中文(简体) (published)
- zh-hant/中文(繁體) (published)
- ଉଇକିମିଡ଼ିଆ କମନ୍ସରେ ଲେଖିବାବେଳେ ଦରକାରୀ ସୂଚନା
- ଆପଣ ନିଜେ ଉଠାଇଥିବା ଫଟୋ/ଭିଡ଼ିଓ, ଆଙ୍କିଥିବା ଛବି ଏଭଳି ନିଜ କାମମାନ ଅପଲୋଡ଼ କରିପାରିବେ ।
- ଏଥିରେ ଫଟୋ ଓ ଭିଡ଼ିଓ ରହିପାରିବ:
- ପ୍ରାକୃତିକ ପରିବେଶ, ପଶୁ-ପକ୍ଷୀ, ଗଛଲତା ।
- ଜଣାଶୁଣା ବ୍ୟକ୍ତିବିଶେଷ ଓ ସର୍ବସାଧାରଣରେ ଉଠାଯାଇଥିବା ଲୋକଙ୍କ ଫଟୋ ।
- ଦରକାରୀ ଓ ଅଣ-କଳାତ୍ମକ ବସ୍ତୁ
- ମୂଳ ଗ୍ରାଫ, ମାନଚିତ୍ର, ନକସା ଏବଂ ଅଡ଼ିଓ ।
- ଜାଣିଥିବେ: ନିଜ କାମ ଉଇକିମିଡ଼ିଆ କମନ୍ସରେ ରଖିଲେ, ଆପଣ ସଭିଙ୍କୁ ଆପଣଙ୍କୁ ନ ଜଣାଇ ମଧ୍ୟ ତାହା ବ୍ୟବହାର, ନକଲ, ବଦଳ ଓ ବିକିବାର ଅନୁମତି ଦେଇଥାନ୍ତି ।
- ଏଥିରେ ଫଟୋ ଓ ଭିଡ଼ିଓ ରହିପାରିବ:
- ଆମେ ଅନ୍ୟମାନଙ୍କ ଦ୍ୱାରା ତିଆରି କିମ୍ବା ତାଙ୍କ ଦ୍ୱାରା ଅନୁପ୍ରାଣିତ କାମ ଗ୍ରହଣ କରିପାରିବୁ ନାହିଁ ।
- ସାଧାରଣ ଭାବେ ଆପଣ ଆଉ କାହା କାମ ଅପଲୋଡ଼ କରିପାରିବେ ନାହିଁ ।
- କଣ କଣ ଅପଲୋଡ଼ କରିପାରିବେ ନାହିଁ:
- ଲୋଗୋ
- ସିଡ଼ି/ଡିଭିଡ଼ି ମଲାଟ (କଭର)
- ପ୍ରଚାର ଫଟୋ
- ଟିଭି ସୋ, ସିନେମା, ଡିଭିଡ଼ି ଏବଂ ସଫ୍ଟଓଏର ସ୍କ୍ରିନସଟ
- ଟିଭି, କମିକ୍ସ କିମ୍ବା ସିନେମା ଚରିତ୍ରମାନଙ୍କ ଅଙ୍କନ - ଆପଣ ନିଜେ ଆଙ୍କିଥିଲେ ବି
- ଇଣ୍ଟରନେଟରେ ପ୍ରକାଶିତ ପ୍ରାୟ ସବୁ ଫଟୋ/ଛବି
- ... କେବଳ ଦୁଇଟିକୁ ବାଦ ଦେଇ:
- ଯଦି ଜଣେ ତାଙ୍କ କାମର ବ୍ୟବହାର, ନକଲ, ବଦଳ ଓ ବିକ୍ରି ପାଇଁ ଅନୁମତି ଦେଇଥାନ୍ତି ତାହେଲେ ଆପଣ ତାହା ଅପଲୋଡ଼ କରିପାରିବେ ।
- ଆପଣ ନିଜେ ଉଠାଇଥିବା ପୁରୁଣା ଛବି, ମୂର୍ତ୍ତି ଓ ଅଟ୍ଟାଳିକାମାନଙ୍କ (୧୫୦ ବର୍ଷରୁ ଅଧିକ) ଫଟୋ ଅପଲୋଡ଼ କରିପାରିବେ ।
- ଶେଷରେ...
- ଆପଣ ନିଜ You can upload your original works.
- Thank you for your help; this is important.
- We can't accept works from others without their explicit permission.
- Still unsure? Ask the Help desk.
- OK
- STOP
- OK
- STOP