ମେଟା:ବାବିଲୋନ୍/ଅନୁବାଦକଙ୍କ ନ୍ୟୁଜଲେଟର୍
ଏହି ଅନୁବାଦ ନ୍ୟୁଜଲେଟର୍ ଆପଣଙ୍କୁ କୌଣସି ଅନୁବାଦ ଆବଶ୍ୟକ କରୁଥିବା (ନ୍ୟୁଜ୍ ଲେଟର୍, ଗୁରୁତ୍ବପୂର୍ଣ୍ଣ ସୂଚନା ଇତ୍ୟାଦି) ପୃଷ୍ଠା ବିଷୟରେ ସୂଚିତ କରିବ
ଯଦି ଆପଣ ସବସ୍କ୍ରାଇବ୍ କରନ୍ତି, ତା ହେଲେ ଆପଣ ଅନୁବାଦ କରିବାପାଇଁ ପୃଷ୍ଠାର ସିଧା ସଳଖ ଲିଙ୍କ୍ ର ଏକ ବିଜ୍ଞାପନ ପାଇବେ ନୂତନ ପରିବର୍ତ୍ତନ ବିଷୟରେ ସୂଚିତ କରିବାପାଇଁ cross-wiki notificationsକୁ ସଜାଗ କରିବାକୁ ଭୁଲନ୍ତୁ ନାହିଁ
କେବଳ ଅତି ଜରୂରୀ ଅନୁବାଦ ଛଡ଼ା ଆପଣଙ୍କୁ ସମସ୍ତ ଅନୁବାଦ ବିଷୟରେ ସୂଚିତ କରାଯିବ ନାହିଁ ଯଦି ଆପଣ ସମସ୍ତ ଅନୁବାଦ ପାଇଁ ଇଛୁକ ତେବେ Translator signupକୁ ସବସ୍କ୍ରାଇବ୍ କରନ୍ତୁ
ଅନୁବାଦକ ନ୍ୟୁଜଲେଟର Mediawiki.org ଠାରେ ଉପଲବ୍ଧ ଅଛି ଏହା ଅନ୍ୟ ଏକ ଲିଙ୍କ୍ translators mailing list.