!!FUZZY!!ମୁଭମେଣ୍ଟ ଚାର୍ଟର୍
Outdated translations are marked like this.
ମୁଭମେଣ୍ଟ ଚାର୍ଟର୍କୁ ଏକ ସ୍ଵତନ୍ତ୍ର ଦସ୍ତାବିଜ ଭାବରେ ଗ୍ରହଣ କରିପାରିବା, ଯେଉଁଥିରେ କି ଉଇକିମିଡିଆ ମୁଭମେଣ୍ଟରେ କାର୍ଯ୍ୟ କିମ୍ବା ଅବଦାନ କରୁଥିବା ସମସ୍ତ ସଦସ୍ୟ ଅବା ଅନୁଷ୍ଠାନର ଭୂମିକା ଓ ଦାୟିତ୍ଵ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିବ । ଏପରିକି "ଗ୍ଲୋବାଲ କାଉନ୍ସିଲ"ର ଭୂମିକା ଓ ଦାୟିତ୍ଵ ଏହି ଦସ୍ତାବିଜର ଅନ୍ତର୍ଭୁକ୍ତ ହେବ । ମୁଭମେଣ୍ଟ ଚାର୍ଟର୍, ମୁଭମେଣ୍ଟ ଷ୍ଟ୍ରାଟେଜୀ - ଆଗାମୀ ନୀତି ସବୁର ଏକ ପ୍ରଧାନ ଅଙ୍ଗ ।
The Movement Charter is a Movement Strategy priority.
ମୁଭମେଣ୍ଟ ଚାର୍ଟର୍ ବିଷୟରେ
ଏବେ ସୁଦ୍ଧା ଷ୍ଟ୍ରାଟେଜୀ ଟିମ ଦ୍ଵାରା ଗ୍ରହଣ କରାଯାଇଥିବା ମତାମତ ଅନୁସାରେ ମୁଭମେଣ୍ଟ ଚାର୍ଟର୍ ଆଗାମୀ କାର୍ଯ୍ୟଭୂମି କିଛି ମାତ୍ରାରେ ଏପରି ଭାବରେ ରହିବ ।$ref
- ମୁଭମେଣ୍ଟ ଷ୍ଟ୍ରକ୍ଚର୍ରେ ଅନୁମୋଦିତ ହୋଇଥିବା ନିୟମ ଓ ସୂଚନା ଗୁଡ଼ିକର ମୂଲ୍ୟବୋଧ, ନୀତି ଗୁଡ଼ିକର ମାନରକ୍ଷା, ଗ୍ଲୋବାଲ କାଉନ୍ସିଲର ଦାୟିତ୍ଵ, ଆଞ୍ଚଳିକ ହବ୍ ଓ ବିଷୟଗତ ହବ୍ ମାନଙ୍କର ପ୍ରତିଷ୍ଠା ଓ କାର୍ଯ୍ୟକାରିତା - ଉପକାରିତା, ଉଭୟ ନୂଆ ଏବଂ ଆଗରୁ ଚଳି ଆସୁଥିବା ସମିତି ଗୁଡିକର ସବିଶେଷ ବିବରଣୀ ଏଥିରେ ରହିବ ।
- ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ହିତାଧିକାରୀଙ୍କ ଆବଶ୍ୟକତାକୁ ବୁଝି ଉଭୟ ବିଶ୍ୱାସ ଓ ନୈତିକତା ଦୃଷ୍ଟିରୁ ସଠିକ ମାନଦଣ୍ଡ ନିର୍ଦ୍ଧାରଣ କରିବା ।:
- ଏକ ନିରାପଦ ଓ ସହଯୋଗାତ୍ମକ ବାତାବରଣ ବଜାୟ ରଖିବା ।
- ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ସୂତ୍ରରୁ ଅନୁଦାନର ଉତ୍ପତ୍ତି ଓ ଉପାଦେୟ ବିତରଣ ସୁନିଶ୍ଚିତ କରିବା ।
- ଉଇକିମିଡିଆ ମୁଭମେଣ୍ଟରେ ଉପଲବ୍ଧ ହେଉଥିବା ସମ୍ବଳ ଗୁଡ଼ିକର ସଠିକ ଦିଗରେ ଉପଯୋଗ ହେବା ପାଇଁ ଉପଯୁକ୍ତ ଓ ସାର୍ବଜନୀକ ଯୋଜନା ତିଆରି କରିବା ।
- ମୁଭମେଣ୍ଟରେ କାମ କରୁଥିବା ବିଭିନ୍ନ କମ୍ୟୁନିଟି କେଉଁ ପରିସ୍ଥିତିରେ ଓ କିପରି ଭାବରେ ପରସ୍ପର ପ୍ରତି ଉତ୍ତରଦାୟୀ, ସବିଶେଷ ନିୟମ ନିର୍ଦ୍ଧାରଣ କରିବା ।
- ବିଭିନ୍ନ ପ୍ରକଳ୍ପରେ ଅବଦାନକାରୀ ମାନଙ୍କର ସମ୍ପୃକ୍ତି ଓ ସମ୍ପର୍କିତ ଅଧିକାର ଗୁଡ଼ିକ ନିଶ୍ଚୟ କରିବା ।
ସମୟସୀମା
ଏହା ଏକ ପ୍ରାରମ୍ଭିକ ସମୟସୀମା । ଯଦିଓ ଏଥିରେ ଏବେ ପାଇଁ ମୁଭମେଣ୍ଟ ଚାର୍ଟର୍ ଜଡିତ ବିଭିନ୍ନ ସୋପାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଉଛି, ସମ୍ପର୍କିତ ପ୍ରକ୍ରିୟା ଗୁଡ଼ିକୁ ତରବରରେ ନ କରିବାକୁ, ପରେ ଏହି ତାରିଖ ଗୁଡ଼ିକ ବଦଳି ପାରେ ।
ଅବଧି | ସୋପାନ |
---|---|
ନଭେମ୍ବର ୨୦୨୧―ଜାନୁଆରୀ ୨୦୨୨ | ଆନ୍ତରୀଣ ପ୍ରକ୍ରିୟା ଗୁଡ଼ିକର ସୁପରିଚାଳନା ପାଇଁ ସସମର୍ଥ ପ୍ରଣାଳୀ ନିର୍ଦ୍ଧାରଣ କରିବା । Drafting Group ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା । |
ଫେବୃଆରୀ ୨୦୨୨―ଅକ୍ଟୋବର ୨୦୨୨ | ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା । ସମସ୍ତ ସତ୍ଵାଧିକାରୀ ମାନଙ୍କ ସହ ଯୋଗାଯୋଗ କରି ଚାର୍ଟର୍ ର ପ୍ରାରମ୍ଭିକ ଡ୍ରାଫ୍ଟଟିଏ ତିଆରି କରିବା । |
ନଭେମ୍ବର ୨୦୨୨ | First batch of the Movement Charter draft chapters (Preamble, Values & Principles, and Roles & Responsibilities statement of intent) published |
ନଭେମ୍ବର ୨୦୨୨―ଜାନୁଆରୀ ୨୦୨୩ | Community consultation on the first batch of the Movement Charter draft chapters |
ଫେବୃଆରୀ ୨୦୨୩―ମାର୍ଚ୍ଚ ୨୦୨୩ | MCDC ଲିଖିତ ତଥ୍ୟ ଓ ଆଲୋଚନା ଦ୍ଵାରା ପ୍ରାପ୍ତ ହୋଇଥିବା ମତାମତ ଗୁଡ଼ିକ ଉପରେ ପୁନଃ ଅନୁଶୀଳନ କରିବା । |
ଅପ୍ରେଲ ୨୦୨୩ | Community consultation on the Movement Charter ratification methodology proposal |
ଅପ୍ରେଲ ୨୦୨୩―ଜୁଲାଇ ୨୦୨୩ | Drafting the second batch of Movement Charter draft chapters |
ଜୁଲାଇ ୨୦୨୩ | ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟର ଦ୍ଵିତୀୟ ଭାଗ ସମୀକ୍ଷା ପାଇଁ ପ୍ରକାଶିତ ହେଲା । |
ଜୁଲାଇ ୨୦୨୩―ସେପ୍ଟେମ୍ବର ୨୦୨୩ | Community consultation on the second batch of the Movement Charter draft chapters |
ସେପ୍ଟେମ୍ବର ୨୦୨୩―ଡିସେମ୍ବର ୨୦୨୩ | MCDC consultations at local events |
ନଭେମ୍ବର ୨୦୨୩―ମାର୍ଚ୍ଚ ୨୦୨୪ | Review of feedback and second iteration drafting of full Movement Charter |
୨ ଅପ୍ରେଲ ୨୦୨୩ | First version of the full Movement Charter published |
ଅପ୍ରେଲ ୨୦୨୪ | Community engagement on the full charter draft |
ମଇ ୨୦୨୪―ଜୁନ ୨୦୨୪ | Finalization of the full charter text based on community feedback Preparation for the ratification vote of the Movement Charter |
୧୦ ଜୁନ ୨୦୨୪ | Publication of the final version of the Movement Charter text |
୨୫ ଜୁନ ୨୦୨୪―୯ ଜୁଲାଇ ୨୦୨୪ | ମୁଭମେଣ୍ଟ ଚାର୍ଟର୍ ପାଇଁ ଅନୁମୋଦନ ପ୍ରକ୍ରିୟା |