ଓପନ କଣ୍ଟେଣ୍ଟ ଲାଇସେନ୍ସିଙ୍ଗର ଅବଧାରଣା କପିରାଇଟ-ସଂରକ୍ଷିତ କାମର ବ୍ୟବହାର ଓ ବିତରଣ ବଢ଼ାଇବା ପାଇଁ ଆରମ୍ଭ । ଏକ କାମର ବିତରଣ ଓ ବଦଳାଇବା ସମେତ ସତ୍ୱାଧୀକାରୀଙ୍କୁ କିଛି ବିଶେଷ ଅଧିକାର ଦେଉଥିବା କପିରାଇଟ ଏକ ନିୟନ୍ତ୍ରକ ବ୍ୟବସ୍ଥା । ଉପଯୁକ୍ତ ସତ୍ୱାଧୀକାରୀଙ୍କ ବିନା ଅନୁମତି ବବିନା ଏହି କାମ କରାଯାଇପାରିବ ନାହିଁ ।