Fundraising 2011/Brandon Letter/or
Pages for translation: [edit status] | |||||||||
Interface messages high priority Translated on Translatewiki. Get started. |
Published | ||||||||
Banners and LPs (source) high priority |
Published | ||||||||
Banners 2 (source) high priority |
Published | ||||||||
Jimmy Letter 002 (source) high priority |
Published | ||||||||
Jimmy Letter 003 (source) variation of Jimmy Letter 002 |
Published | ||||||||
Jimmy Letter 004 (source) variation of Jimmy Letter 002 |
Published | ||||||||
Jimmy Mail (source) variation of Jimmy Letter 002 |
Ready | ||||||||
Brandon Letter (source) | Published | ||||||||
Alan Letter (source) | Published | ||||||||
Kaldari Letter (source) | Published | ||||||||
Karthik Letter (source) | In progress | ||||||||
Thank You Mail (source) | Published | ||||||||
Thank You Page (source) | Ready | ||||||||
Problems donating (source) | In progress | ||||||||
Recurring giving (source) | Missing | ||||||||
Sue Thank You (source) | Missing | ||||||||
FAQ (source) low priority |
In progress | ||||||||
Various requests: Mail to past donors · Jimmy quote | |||||||||
Outdated requests:
|
Translation instructions |
---|
If you have any questions or feedback regarding the translation process, please post them here. Translation FAQ |
ମୋତେ ଲାଗୁଛି ଯେ ଯେମିତି ମୁଁ ମୋ ମରଣଲେଖାର ପ୍ରଥମ ଧାଡ଼ି ଲେଖୁଛି ।
ମୋତେ ଲାଗୁନାହିଁ ଯେ ଉଇକିପିଡ଼ିଆ ପାଇଁ ମୁଁ ଏବେ ଯାହା କରୁଛି ତାଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ କାମ ଆଉ କିଛି ଜୀବନରେ କରିଛି ବୋଲି । ଆମେ ଖାଲି ଗୋଟେ ଜ୍ଞାନକୋଷ ତିଆରି କରୁ ନାହୁଁ, ଆମେ ଚେଷ୍ଟା କରୁଛୁ ଯେମିତି ଲୋକମାନେ ଜଞ୍ଜାଳମୁକ୍ତ ହୋଇପାରିବେ । ଯେତେବେଳେ ଆମେ କିଛି ଖୋଲା ଜ୍ଞାନ ଭଣ୍ଡାର ପାଇଯାଉ ସେତେବେଳେ ଆମେ ଅଧିକ ଭଲ ମଣିଷ ହୋଇଥାଉ । ଆମେ ବୁଝିପାରୁ ଯେ ଦୁନିଆଁ ଆମଠୁ ବଡ଼ ଏବଂ ଆମେ ସହିଷ୍ଣୁ ଓ ବିବେକଶୀଳ ହୋଇପଡୁ ।
ଉଇକିପିଡ଼ିଆ ହେଉଛୁ ଦୁନିଆରେ ପଞ୍ଚମ ସବୁଠାରୁ ଅଧିକ ଖୋଲାଯାଉଥିବା ୱେବସାଇଟ । ମୁଁ ଅଳ୍ପ ଲାଭରେ କାମକରେ ଯାହାକି ଏହି ୱେବରେ ରଖେ । ଆମେ ବିଜ୍ଞାପନ ଦେଉନା କାରଣ ସେମିତି କଲେ ଆମ ସ୍ଵାଧୀନତା ରହିବ ନାହି । ଏହି ୱେବସାଇଟଟି କେବେ ଫାଳିକିଆ ମତ ଦେଇ ନାହିଁ କି ଦେବାନାହି ।
ଆମ ପାଠକମାନଙ୍କ ଦାନ ଯୋଗୁ ଆମ କାମ ସଫଳ ହୋଇଛି । ଆପଣ ୨୫୦ ଟଙ୍କା, ୫୦୦ ଟଙ୍କା, ୧୦୦୦ ଟଙ୍କା କିମ୍ବା ଯାହା ଦେଇପାରିଲା ଭଳି ଉଇକିପିଡ଼ିଆକୁ ସୁରକ୍ଷିତ ରଖିବେ କି?
ମୁଁ ଉଇକିମିଡ଼ିଆ ଫାଉଣ୍ଡେସନରେ କାମ କରେ କାରଣ ମୋ ଅନ୍ତରାତ୍ମା କୁହେ ଯେ ଏହା ହିଁ ଠିକ କାମ । ମୁଁ ଆଗରୁ ବହୁତ ବଡ଼ କମ୍ପାନିରେ କାମ କରିଆସିଛି ଯେଉଁଠିକି କେବଳ କିଛି ଅବାଗିଆ ଜିନିଷ ତିଆରି କରିଛି ଯାହା ଖାଲି କିଛି ଅଜଣା ଛୁଆଙ୍କ ଅର୍ଥ ଚୋରି କରିବାରେ କାମରେ ଆସେ ଯୋଉମାନେ ଏହାର ବ୍ୟବହାର ଜାଣିନଥାନ୍ତି । ମୁଁ ବିଷାଦଗ୍ରସ୍ତ ହୋଇ କାମରୁ ଘରକୁ ଫେରୁଥିଲି ।
ଆପଣ ବୋଧହୁଏ ଜାଣି ନାହାନ୍ତି, ଉଇକିମିଡ଼ିଆ ବହୁତ କମ କର୍ମଚାରୀଙ୍କୁ ନେଇ କାମ କରିଥାଏ । ଅନ୍ୟ ସମସ୍ତ ୱେବସାଇଟ ଗୁଡ଼ିକରେ ହଜାର ହଜାର ଲୋକ କାମ କରୁଛନ୍ତି ଏବଂ ସେମାନଙ୍କର ବ୍ୟବସାୟ ମଧ୍ୟ ବହୁତ ଅଧିକ । ହେଲେ ଆମେ ଖାଲି ଡାଙ୍ଗ ଆଉ ତାରରେ ଯାହା ତିଆରି କରୁ ସେମାନେ ତାହାର କିଛି ଭାଗରୁ ଭାଗେ ତିଆରି କରନ୍ତି ।
ଆପଣ ଯେତେବେଳେ ଉଇକିପିଡ଼ିଆକୁ ଦିଅନ୍ତି, ଆପଣ ସେତେବେଳେ ସେତେବେଳେ ଦୁନିଆରେ ଖୋଲା ଜ୍ଞାନର ପ୍ରକାଶକୁ ସାହାଯ୍ୟ କରନ୍ତି । ଆପଣ ଖାଲି ଆପଣଙ୍କ ପିଲା ବା ସେମାନଙ୍କ ପିଲାମାନଙ୍କ ପାଇଁ ଆଦର୍ଶବାଦ ଛାଡ଼ି ଯାଉନାହନ୍ତି ଆପଣ ପୁରା ଦୁନିଆରେ ଯେ କେହିବି ଏହି ସିନ୍ଦୁକକୁ ପାଇଛି ତା ପାଇଁବି ମହତ୍ଵ ଦେଉଛନ୍ତି । ଆପଣ ନିଶ୍ଚିତତା ଦେଉଛନ୍ତି କି ଦିନେନା ଦିନେ ସମସ୍ତେ ଏହିପରି କରିବେ ।
ଧନ୍ୟବାଦ,
ବ୍ରାଣ୍ଡନ ହାରିସ
ପ୍ରୋଗ୍ରାମର, ଉଇକିମିଡ଼ିଆ ଫାଉଣ୍ଡସନ