Fundraising 2011/Susan Letter/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।

ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।

ଆପଣ ଯଦି ଉଇକିପେଡିଆ ବ୍ୟବହାର କରନ୍ତି, ତାହେଲେ ଆପଣ ଅନୁମାନ କରିପାରୁଥିବେ ଯେ କେତେ ସହଜରେ ବିନା ଖର୍ଚରେ ଆପଣ ସବୁ ତଥ୍ୟ ପାଇ ପାଉଛନ୍ତି, ଏବଂ କିଛି ବିଜ୍ଞାପନ ଦେଖୁନାହାନ୍ତି କି ସେମିତି କିଛି ସାଇଡରେ ଧପ ଧପ ହେଇ ଆସିବାର ନାହି । ଏଇଟା ଗୋଟେ ପୁରା ଅଭିଜ୍ଞତା ।

ମୁଁ ଭାବୁଛି ସେହି ଲୋକମାନେ ଯିଏକି ଏଥିରୁ ବହୁତ ଲାଭ ପାଉଛନ୍ତି ଓ କିଛି ଦେଇପାରିବେ, ସେମାନେ ଭାବିବାକଥା ଯେ ଅତି କମରେ କିଛି ଅର୍ଥ ଦେବା ବିବେକଶୀଳ କମ ।

ଆଜି କିଛି ଦେଲେ କେମିତି ହୁନନ୍ତା ? ୨୫୦ ଟଙ୍କା ନେହଲେ ୫୦୦ ଟଙ୍କା !

ଉଇକିପେଡିଆର ଚମତ୍କାରିତ ହେଲା ଯେ ମୋ ଭଳି ଅବାଗିଆ ଟୋକା ଯିଏକି ଖାଲି ଏଣୁତେଣୁ ଜିନିଷକୁ ପସନ୍ଦ କରେ ଯେମିତିକି ଗେଣ୍ଡା, ସେ ପୁଣି ଏଠାକୁ ଆସି ନିଜ ପସନ୍ଦକୁ ଦୁନିଆ ସହ ବାଣ୍ଟେ । ଏହି ଭଳି ଜିନିଷ ଉଇକିପେଡିଆକୁ ଅଧିକ ଚମତ୍କାରରେ ପରିପୂର୍ଣ କରିଥାଏ - ଆମ ଭିତରେ କିଛି ଅକୁହା ଉଦ୍ଦୀପନା ଅଛି ଯାହା ଅନ୍ୟକୁ ପଢେଇବା, ଜ୍ଞାନ ବାଣ୍ଟିବା ଇଚ୍ଛାରୁ ଆସିଥାଏ ।

ଦୟାକରି ଆଜି କିଛି ଦାନ କରି ଏହି ଜ୍ଞାନ ବଗିଚାକୁ ବଢେଇବାରେ ସାହାଯ୍ୟ କରନ୍ତୁ ।

ଧନ୍ୟବାଦ,

ସୁଜାନ ହେୱିଟ
ଉଇକିପେଡିଆ ଲେଖକ