ଅନୁଦାନ:ଅବ୍ୟବହୃତ ପାଣ୍ଠି WMFକୁ ଫେରସ୍ତ କରନ୍ତୁ

This page is a translated version of the page Grants:Return unused funds to WMF and the translation is 100% complete.

This page documents a process common to all or most of WMF's grants programs. Please don't edit this page, but please do create a discussion page instead.


ଉଦ୍ଦେଶ୍ୟ ଏବଂ ପୃଷ୍ଠଭୂମି

ୱାୟର ଟ୍ରାନ୍ସଫର କିମ୍ବା ଚେକ୍ ଦ୍ୱାରା WMF କୁ ଅନୁଦାନ ଫେରସ୍ତ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦେଶ । କେତେକ କ୍ଷେତ୍ରରେ, ଯଦି ଆବଶ୍ୟକ ହୁଏ ତେବେ ଅନୁଦାନ ଫେରସ୍ତ ପାଇଁ ଅନ୍ୟ ବିକଳ୍ପ ଉପଲବ୍ଧ ହୋଇପାରେ । ପାଣ୍ଠି ଫେରସ୍ତ ପାଇଁ ହୋଇଥିବା ଖର୍ଚ୍ଚ ପାଇଁ ଯଦି ଆପଣଙ୍କୁ ଫେରସ୍ତ କରିବାକୁ ପଡିବ, ଦୟାକରି ସ୍ଥାନାନ୍ତର ପୂର୍ବରୁ WMF ସହିତ ଯୋଗାଯୋଗ କରନ୍ତୁ ଯାହା ଦ୍ଵାରା ଏହି ଖର୍ଚ୍ଚ ଅନୁମୋଦନ ହୋଇପାରିବ । ଏହି ନିର୍ଦ୍ଦେଶଗୁଡିକ କାହିଁକି ଆବଶ୍ୟକ ହୋଇପାରେ ସେ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଦୟାକରି ବଳକା ପାଣ୍ଠି ଅନୁଦାନ ଦେଖନ୍ତୁ । ଯଦି ଆପଣ କୌଣସି ପଦ୍ଧତି ଦ୍ଵାରା ଅନୁଦାନ ଫେରସ୍ତ କରନ୍ତି, ଏହା ଜରୁରୀ ଯେ ଆପଣ ଯେତେବେଳେ ଅନୁଦାନ ଫେରସ୍ତ କରୁଛନ୍ତି ସେତେବେଳେ ଆପଣ WMF କୁ ଜଣାନ୍ତୁ, ଏହାଦ୍ବାରା ଆମେ ପାଣ୍ଠିର ପ୍ରାପ୍ତି ରେକର୍ଡ କରିବାକୁ ନିଶ୍ଚିତ କରିପାରିବୁ ।

ୱାୟର ଟ୍ରାନ୍ସଫର

  Are you sending funds in EUR? Use instructions for wire transfers in EUR instead.

  Are you sending funds in GBP? Use instructions for wire transfers in GBP instead.

Important note: ALL international wires to WMF must have BOTH the New York routing number (021000089) AND the individual marketplace routing number (321171184). The individual marketplace routing number can be included in the special instructions field, if there is no dedicated field in the wire transfer form. When possible, please also provide your name and/or the amount in foreign currency in the special instructions field.

Please wire your remaining funds to the following account:

Account name
Wikimedia Foundation, Inc.
Account address
1 Sansome Street, Suite 1895
San Francisco, CA 94104
USA
Bank name
CITIBANK, N.A.
Bank address
99 Post Street
San Francisco, CA 94104
Account number
203129580
Individual marketplace routing number
321171184 (use if sender is from USA)
New York routing number
021000089
SWIFT code
CITIUS33

After sending the wire, please email a copy of your transfer receipt to grantsadmin wikimedia.org. If a receipt is not available, please provide the following information in your email to us, so that we may trace your wire.

  • date sent
  • amount and currency sent
  • your grant name


Wire transfers in EUR

If you will be returning your underspend in Euros, please use the following information for the wire transfer to WMF's new Citibank EUR account. After sending the wire, remember to notify WMF of the funds transfer (instructions below) so, that your return of unspent grant funds can be credited to your grant.

Account name
Wikimedia Foundation, Inc.
Account address
1 Sansome Street, Suite 1895
San Francisco, CA 94104
USA
Currency
EUR
Account number
18796289
IBAN
GB81CITI18500818796289
Swift code
CITIGB2L
Sort code
185008
Bank branch address
Citigroup Centre
Canada Square
Canary Wharf
London E14 5LB
United Kingdom

After sending the wire, please email a copy of your transfer receipt to grantsadmin wikimedia.org. If a receipt is not available, please provide the following information in your email to us, so that we may trace your wire.

  • date sent
  • amount and currency sent
  • your grant name

Wire transfers in GBP

If you will be returning your underspend in GBP, please use the following information for the wire transfer to WMF's Citibank GBP account. After sending the wire, remember to notify WMF of the funds transfer (instructions below) so, that your return of unspent grant funds can be credited to your grant.

Account name
Wikimedia Foundation, Inc.
Account address
1 Sansome Street, Suite 1895
San Francisco, CA 94104
USA
Currency
GBP
Account number
18797269
IBAN
GB05CITI18500818797269
Swift code
CITIGB2L
Sort code
185008
Bank branch address
Citigroup Centre
Canada Square
Canary Wharf
London E14 5LB
United Kingdom

After sending the wire, please email a copy of your transfer receipt to grantsadmin wikimedia.org. If a receipt is not available, please provide the following information in your email to us, so that we may trace your wire.

  • date sent
  • amount and currency sent
  • your grant name


ଅନୁଦାନ ପ୍ରାପ୍ତ ବ୍ୟକ୍ତିଙ୍କ ଭବିଷ୍ୟତର ଅନୁଦାନରୁ ଏହି ଅବ୍ୟବହୃତ ପରିମାଣ କାଟିଦିଆଯାଏ ।

କେତେକ କ୍ଷେତ୍ରରେ, ଯଦି ଅନୁଦାନ ପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଏକ ନୂତନ ଅନୁଦାନ ଅନୁରୋଧ ପୂର୍ବରୁ ଅନୁମୋଦିତ ହୋଇଥାନ୍ତା କିମ୍ବା ଯଦି ଏକ ନୂତନ ଅନୁରୋଧ ବର୍ତ୍ତମାନ ପାଣ୍ଠି ଧାର୍ଯ୍ୟ ସମୟରେ ବିଚାରକୁ ନିଆଯାଉଛି; (ଏବଂ ପରବର୍ତ୍ତୀ ସମୟରେ ଅନୁମୋଦିତ ହେବାର ଅଛି ) WMF ଅବ୍ୟବହୃତ ଅନୁଦାନ ପାଣ୍ଠିକୁ ଭବିଷ୍ୟତରେ ପ୍ରଦାନକାରୀଙ୍କଠାରୁ ପ୍ରଦାନ କରିବାକୁ ବିଚାର କରିପାରନ୍ତି । କେତେକ କ୍ଷେତ୍ରରେ, ଏହା ଅନୁଦାନକାରୀଙ୍କୁ WMF କୁ ପାଣ୍ଠି ଫେରସ୍ତ ସହିତ ଜଡିତ ସମୟ ଏବଂ ଖର୍ଚ୍ଚ ସଞ୍ଚୟ କରିପାରେ ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅବ୍ୟବହୃତ ପାଣ୍ଠି ରିପୋର୍ଟ ହୋଇଥିବା ସମୟରେ ଏହି ବ୍ୟବସ୍ଥା WMF କର୍ମଚାରୀଙ୍କ ସହିତ ଲିଖିତ ଭାବରେ ଅନୁମୋଦିତ ହେବା ଆବଶ୍ୟକ, ଏବଂ ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହୋଇନପାରେ ।