ପ୍ରଧାନ ପୃଷ୍ଠା

This page is a translated version of the page Main Page and the translation is 100% complete.

ମେଟା-ଉଇକି

ମେଟା-ଉଇକି କୁ ଆପଣଙ୍କୁ ସ୍ଵାଗତ । ଏଠି ଆପଣଙ୍କୁ ଉଇକିମିଡିଆ ଫାଉଣ୍ଡେସନପ୍ରକଳ୍ପ ଗୁଡିକ ଓ ଅନ୍ୟାନ୍ୟ ସମନ୍ଧିତ ପ୍ରକଳ୍ପ ଗୁଡିକର ସମନ୍ୱୟ ଏବଂ ଡକ୍ୟୁମେଣ୍ଟେସନ୍ ଠାରୁ ଯୋଜନା ଏବଂ ବିଶ୍ଳେଷଣ ପର୍ଯ୍ୟନ୍ତ ସମସ୍ତ ସୂଚନା ମିଳିପାରିବ |

ଏହି "ମେଟା-ଉଇକି" କେନ୍ଦ୍ରିତ ଅନ୍ୟ କିଛି ଉଇକି, ଯେପରି କି ଉଇକିମିଡିଆ ଆଉଟରିଚ ହେଉଛନ୍ତି ଏପରି କିଛି ସ୍ଵତନ୍ତ୍ର ପ୍ରକଳ୍ପ, ଯେଉଁ ମାନଙ୍କର ଆରମ୍ଭ ଏହି ମେଟା ରୁ ହିଁ ହୋଇଛି । ସମ୍ପର୍କିତ ଚର୍ଚା ଉଇକିମିଡିଆ ମେଲିଂ ଲିଷ୍ଟ (ବିଶେଷ କରି ଉଇକିମିଡିଆ - ଏଲ (ଲୋକାଲ)ଉଇକିମିଡିଆ ଅନାଉନ୍ସମେଣ୍ଟ ରେ) , ଲିବେରାIRC ଚାନେଲ ଗୁଡିକ ରେ , ଲୋକାଲ ଉଇକିମିଡିଆ ଚାପ୍ଟର ଗୁଡିକ ର ଉଇକିରେ ବା ଅନ୍ୟ ଉଇକି ସ୍ପେସ ଗୁଡିକରେ କରାଯାଏ ।

ସାମ୍ପ୍ରତିକ ଘଟଣା

ଅପ୍ରେଲ ୨୦୨୫

April 19 – April 20: Central Asian WikiCon 2025 in Tashkent, Uzbekistan
January 10 – May 30: Wikimedia Foundation Annual Plan 2025-26 Collaboration

ମଇ ୨୦୨୫

May 2 – May 4: Wikimedia Hackathon 2025 in Istanbul, Turkey
May 16 – May 18: Youth Conference 2025 in Prague, Czech Republic
May 23 – May 25: ESEAP Strategy Summit 2025 in Manila, Philippines

ଅଗଷ୍ଟ ୨୦୨୫

August 5: Wikimania pre-conference in Nairobi, Kenya
August 6 – August 9: Wikimania 2025 in Nairobi, Kenya


ଉଇକି ଗୃପ ଏବଂ ଯୋଗାଯୋଗ
ମୁଖ୍ୟ ଅସୁବିଧା ଗୁଡିକ ଏବଂ ସହଯୋଗ
ଉଇକିମିଡ଼ିଆ ଫାଉଣ୍ଡେସନ, ମେଟା-ଉଇକି, ଏବଂ ଏହାର ସହଯୋଗୀ ପ୍ରକଳ୍ପ ଗୁଡିକ
The Wikimedia Foundation is the overarching non-profit foundation that owns the Wikimedia servers along with the domain names, logos and trademarks of all Wikimedia projects and MediaWiki. Meta-Wiki is the coordination wiki for the various Wikimedia wikis.