ଷ୍ଟେୱାର୍ଡ୍ସ / ନିର୍ବାଚନ ୨୦୧୫
- New stewards are elected roughly once per year. Stewards perform technical tasks on all Wikimedia wikis based on community consensus and on the Stewards policy: changing user access, viewing user information in cases of abuse, and so on (see details).
- For more information on voting, translating, or being a candidate, read the guidelines. You can automatically check your eligibility to vote.
- Candidate submissions are open from 15 January 2015, 00:00 (UTC) until 28 January 2015, 23:59 (UTC). Questions to the candidates can be submitted until the election concludes.
- The voting will begin on 08 February 2015, 18:00 (UTC) and end on 28 February 2015, 17:59 (UTC). Candidates must meet the criteria and obtain at least 30 votes in favor with an 80% support ratio. You can track the results with collected statistics.
- The confirmation process of the current stewards is being held in parallel.
ସୂଚୀପତ୍ର
- ସମସ୍ତ ପ୍ରାର୍ଥୀଙ୍କ ମନ୍ତବ୍ୟ (ବିନା ଭୋଟରେ)
ପ୍ରାର୍ଥୀ | ହଁ | ନା / ନୁହେଁ | ନିରପେକ୍ଷ | ପ୍ରଶ୍ନାବଳୀ | ଫଳାଫଳ |
---|---|---|---|---|---|
Avjoska | Yes | No | Neutral | Questions | Not elected |
Cekli829 | Yes | No | Neutral | Questions | Not elected |
DidiWeidmann | Yes | No | Neutral | Questions | Not elected |
Einsbor | Yes | No | Neutral | Questions | Elected |
Jusjih | Yes | No | Neutral | Questions | Elected |
Linedwell | Yes | No | Neutral | Questions | Elected |
MarcoAurelio | Yes | No | Neutral | Questions | Elected |
Mys_721tx | Yes | No | Neutral | Questions | Not elected |
Natuur12 | Yes | No | Neutral | Questions | Not elected |
Pmlineditor | Yes | No | Neutral | Questions | Elected |
Ruy Pugliesi | Yes | No | Neutral | Questions | Elected |
Stryn | Yes | No | Neutral | Questions | Elected |
Taketa | Yes | No | Neutral | Questions | Elected |
Vodomar | Yes | No | Neutral | Questions | Not elected |
Confirmation of current Stewards |
ପ୍ରତ୍ୟାହାର
ନିମ୍ନୋକ୍ତ ପ୍ରାର୍ଥୀମାନେ ନିଜ ପ୍ରାର୍ଥୀତ୍ଵ ପ୍ରତ୍ୟାହାର କରିଛନ୍ତି :
- " କେହିନୁହେଁ "
ଅଯୋଗ୍ୟ ଘୋଷିତ
ନିମ୍ନୋକ୍ତ ପ୍ରାର୍ଥୀମାନେ ନିୟମାବଳୀ ରେ ଲିଖିତ ଆବଶ୍ୟକୀୟ ଯୋଗ୍ୟତା ପୂରଣ କରିବାକୁ ଅକ୍ଷମ ହେତୁ ସେମାନଙ୍କ ପ୍ରାର୍ଥୀତ୍ଵକୁ ନାକଚ କରାଗଲା ।
ପ୍ରାର୍ଥୀ | ଫଳାଫଳ |
---|---|
Vinodtiwari2608 | Disqualified |
ନିର୍ବାଚନ କମିଟି
ଷ୍ଟେୱାର୍ଡ଼ମାନେ ସ୍ଵୟଂ ହିଁ ନିର୍ବାଚନର ଆୟୋଜନ କରିଥାନ୍ତି । ବୋର୍ଡ୍ ସଦସ୍ୟମାନେ ୨୦୦୯ ମସିହାରେ ନିଷ୍ପତ୍ତି ନେଇଥିଲେ ଯେ ସେମାନେ ନୂତନ ନିର୍ବାଚନରେ ଫଳାଫଳକୁ ଘୋଷଣା କରିବାରୁ ବିରତ ରହିବେ । ସେଥିପାଇଁ, ଷ୍ଟେୱାର୍ଡ଼୍ ମାନେ ପ୍ରତ୍ୟେକ ନିର୍ବାଚନ ସମୟରେ ନିମ୍ନୋକ୍ତ କାର୍ଯ୍ୟ ସମାପନ ହେତୁ ସ୍ଵେଚ୍ଛାସେବୀ ମାନଙ୍କୁ ନେଇ ଏକ ନିର୍ବାଚନ କମିଟି ଗଠନ କରିଥାନ୍ତି :
- ଷ୍ଟେୱାର୍ଡ୍ ନିର୍ବାଚନକୁ ସମାପ୍ତ କରିବା;
- ସମସ୍ତ ପ୍ରାର୍ଥୀଙ୍କ ପାଇଁ ପଡ଼ିଥିବା ଭୋଟର ସତ୍ୟତା ପରୀକ୍ଷା କରିବା ପରେ ନିର୍ବାଚନ ଫଳାଫଳକୁ ଆନୁଷ୍ଠାନିକ ଭାବରେ ଘୋଷଣାକରିବା;
- ନିର୍ବାଚିତ ପ୍ରାର୍ଥୀଙ୍କୁ ସ୍ଥାପିତ କରିବା;
- ଷ୍ଟେୱାର୍ଡ୍ ନିଷ୍ପତ୍ତିକୁ ସମାପ୍ତ କରିବା;
- ଷ୍ଟେୱାର୍ଡ୍ ନିଷ୍ପତ୍ତି ନେବାପରେ, ସମସ୍ତ ଷ୍ଟେୱାର୍ଡ୍ ଏବଂ ଗୋଷ୍ଠୀମାନଙ୍କର ସହମତି ନେଇ, ସେମାନଙ୍କୁ ଯୋଗ୍ୟ ବିବେଚିତ କରିବା ନା ନାହିଁ, ସେହି ବିଷୟରେ ନିଷ୍ପତି ନେବା ।
ସଦସ୍ୟଗଣ
- DerHexer (talk · contribs)
- Mathonius (talk · contribs)
- MF-Warburg (talk · contribs)
- QuiteUnusual (talk · contribs)
- Snowolf (talk · contribs)
ଷ୍ଟେୱାର୍ଡ୍ ନିର୍ବାଚନ ୨୦୧୫ର ଆୟୋଜନରେ ସହାୟତା କରିବା ହେତୁ, ଦୟାକରି ସହଯୋଗ ପୃଷ୍ଠା ପୃଷ୍ଠା ଦେଖନ୍ତୁ ।
ଯଦି ଆପଣଙ୍କୁ କୌଣସି ସହାୟତାର ଆବଶ୍ୟକତା ଥାଏ, ଆପଣ #wikimedia-stewards-electionsconnect କିମ୍ବା ଆଲୋଚନା ପୃଷ୍ଠା ରେ ପ୍ରଶ୍ନ କରିପାରିବେ ।
Results
Results: The following candidates were elected as stewards:
- Einsbor (talk · contribs)
- Jusjih (talk · contribs)
- Linedwell (talk · contribs)
- MarcoAurelio (talk · contribs)
- Pmlineditor (talk · contribs)
- Ruy Pugliesi (talk · contribs)
- Stryn (talk · contribs)
- Taketa (talk · contribs)