ସେଲିବ୍ରେଟ ଓମେନ
ସେଲିବ୍ରେଟ ଓମେନ !
ମୁଁ ଭାଗ ନେବାକୁ ଚାହୁଁଛି!
ଏହି ଅଭିଯାନ ବିଷୟରେ ଅଧିକ ଜାଣନ୍ତୁ
ଉଇକିପିଡ଼ିଆରେ ୧.୯ ମିଲିୟନରୁ ଅଧିକ ଜୀବନୀ ରହିଛି । ସେଥିମଧ୍ୟରୁ ୨୦% ରୁ କମ୍ ମହିଳା ଏବଂ ଅଣ / ନନ-ବାଇନାରୀ ଲୋକମାନଙ୍କ ବିଷୟରେ ଅଛି । ଉଇକିପିଡ଼ିଆରେ ମହିଳା ଏବଂ ଅଣ-ବାଇନାରୀ ଲୋକଙ୍କ ଉଦ୍ଧୃତି, ଚିତ୍ର ଏବଂ ଦୃଷ୍ଟିକୋଣର ସମାନ ବ୍ଯବଧାନ ଅଛି । ଯଦି ଉଇକିପିଡ଼ିଆ ମାନବ ଜ୍ଞାନର ସମଷ୍ଟି ହେବାକୁ ଚାହୁଁଛି, ତେବେ ଏହା ପରିବର୍ତ୍ତନ ହେବା ଆବଶ୍ୟକ । ଏତେ ବଡ ଲିଙ୍ଗଗତ ବ୍ୟବଧାନ ସହିତ, ଆମେ ଏହି ଲକ୍ଷ୍ୟରେ ପହଞ୍ଚିବା ଠାରୁ ବହୁ ଦୂରରେ ଅଛୁ । ଆନ୍ତର୍ଜାତୀୟ ମହିଳା ଦିବସ ହେଉଛି ମହିଳା ଏବଂ ସମସ୍ତ ଅଣ-ପ୍ରତିନିଧିତ୍ଵ ହୋଇଥିବା ଗୋଷ୍ଠୀ ମାନଙ୍କ ପାଇଁ ଲିଙ୍ଗଗତ ବ୍ୟବଧାନକୁ ମନେରଖିବା ଏବଂ ସମସ୍ତ ଲୋକଙ୍କ ପ୍ରତିନିଧିତ୍ୱ ନିଶ୍ଚିତ କରିବାକୁ ଆମର ପ୍ରୟାସକୁ ନବୀକରଣ କରିବା
ଏହି ପୃଷ୍ଠାଟି ଆନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ ୮,୨୦୨୪) ଏବଂ ମାର୍ଚ୍ଚ ୨୦୨୪ ରେ ମହିଳା ଇତିହାସ ମାସରେ କିମ୍ବା ତା 'ଆଖପାଖ ସମୟରେ ହେଉଥିବା ଅନେକ କାର୍ଯ୍ୟକ୍ରମକୁ ସଂଗ୍ରହ କରିଥାଏ । ଏହି ମାସ ପାଇଁ ଆମର ଲକ୍ଷ୍ୟ ହେଉଛି ଲିଙ୍ଗଗତ ପାର୍ଥକ୍ଯକୁ କମେଇବା ପାଇଁ ମିଳିତ ଭାବେ କାମ କରିବା ।
ଉଇକିପିଡ଼ିଆ ନୂତନ କିମ୍ବା ଅଭିଜ୍ଞ, ସଭିଙ୍କ ପାଇଁ ଉପାଦେୟ । ଆପଣ ଉଇକିପିଡ଼ିଆରେ ଜ୍ଞାନର ସମାନତା ରଖିବାରେ ଯୋଗଦାନ କରି ଏକ ପରିବର୍ତ୍ତନ ଆଣିପାରିବେ ।
ଇଭେଣ୍ଟ ଗୁଡିକ
Wikimedia movement gender gap events are added to this page around February and throughout March every year. Please come back in 2025 to share your events! Meanwhile, for ongoing gender-gap activities and discussions, please visit the Gender Gap Portal. If you are curious about the 2024 March events, please visit this page.